ମୁଖ୍ୟମନ୍ତ୍ରୀ ହେବାକୁ ନୀତୀଶ ଅମଙ୍ଗ

ସର୍ତ୍ତ ରଖିଲେ : ପାଶ୍ୱାନଙ୍କୁ ଏନ୍‌ଡିଏରୁ ବିଦା କରାଯାଉ, ମୋ କ୍ଷମତା ସଙ୍କୁଚିତ ହେବନାହିଁ ପାଟନା/ନୂଆଦିଲ୍ଲୀ : ବିଜେପି ନେତୃତ୍ବାଧୀନ ଏନ୍‌ଡିଏରେ ନୀତୀଶ କୁମାରଙ୍କ ଜେଡିୟୁ ଏବେ ଜୁନିୟର ଅଂଶୀଦାର ହୋଇଯାଇଛି। ଏହାର ଆସନ ସଂଖ୍ୟା ପୂର୍ବ ନିର୍ବାଚନ ତୁଳନାରେ ୨୮ଟି ହ୍ରାସ ପାଇଥିବା ବେଳେ ବିଜେପି ୨୦ ଆସନ ଅଧିକ ପାଇ ମେଣ୍ଟରେ ଏକ ନମ୍ବର ସ୍ଥାନକୁ ଆସିଛି। ତାଙ୍କ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ହୋଇଥିବାରୁ ନୀତୀଶ … Continue reading ମୁଖ୍ୟମନ୍ତ୍ରୀ ହେବାକୁ ନୀତୀଶ ଅମଙ୍ଗ